33.1 C
Bhubaneswar
Friday, May 17, 2024
Homeଖେଳଟସ ଜିତି ଚେନାଇର ବ୍ୟାଟିଂ ନିଷ୍ପତ୍ତି

ଟସ ଜିତି ଚେନାଇର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ : ଜାରି ରହିଛି ଲୋକପ୍ରିୟ ଆଇପିଏଲ ମ୍ୟାଚ । ଆଜି ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆରମ୍ଭ ହୋଇଥିବା ମ୍ୟାଚ ରେ ଟସ ଜିତି ଚେନାଇ ବ୍ୟାଟିଂ ନିଷ୍ପତି ନେଇଛି । ଆଇପିଏଲର ଚଳିତ ସଂସ୍କରଣରେ ଉଭୟ ଚେନ୍ନାଇ ଓ ରାଜସ୍ଥାନ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଆସିଛି । ଚେନ୍ନାଇ ଦଳ ୯ଟି ମ୍ୟାଚ ଖେଳି ମାତ୍ର ୩ଟିରେ ବିଜୟ ହାସଲ କରିଥିବାବେଳେ ୬ଟିରେ ହାସଲ କରିଛି । ଫଳରେ ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ରାଜସ୍ଥାନ ମଧ୍ୟ ୯ଟି ମ୍ୟାଚ ଖେଳି ମାତ୍ର ୩ଟିରେ ବିଜୟ ହାସଲ କରିଥିବାବେଳେ ୬ଟିରେ ପରାଜୟ ବରଣ କରିଛି । ଦଳ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୮ମ ଅର୍ଥାତ ସବୁଠାରୁ ତଳେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking