29.1 C
Bhubaneswar
Saturday, May 4, 2024
Homeଖେଳଆଜି ମଇଦାନରେ ମୁହାଁମୁହିଁ ସି.ଏସ୍‌.କେ ଓ କେ.କେ.ଆର୍

ଆଜି ମଇଦାନରେ ମୁହାଁମୁହିଁ ସି.ଏସ୍‌.କେ ଓ କେ.କେ.ଆର୍

ମୁମ୍ବାଇ : ଆଜି ଆଇପିଏଲରେ ଚେନ୍ନାଇ ସୁପରକିଂଗସ୍ ଟସ୍ ଜିତିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ବୋଲିଂଗ କରିବ ।ଚେନ୍ନାଇ ସୁପର କିଂଗସ୍ ପ୍ରଥମେ ଟସ୍ ଜିତି ଗୁରୁବାର ଦିନ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲ ୨୦୨୦ର ୪୯ ତମ ମ୍ୟାଚରେ କୋଲକାତା ନାଇଟ୍ ରାଇର୍ଡସ୍ ସହ ଖେଳିବ । ସିଏସ୍‌କେ ପୂର୍ବରୁ ଆରସିବି ବିପକ୍ଷରେ ଏକ ଡର୍ବି ବିଜୟ ରେକର୍ଡ଼ କରିଥିବା ବେଳେ କେକେଆର କିଂଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି । ସିଏସ୍‌କେ ମୋଟ୍ ୮ଟି ମ୍ୟାଚ୍ ଜିତିଥିବା ବେଳେ କୋଲକାତା ମୋଟ୍ ଦୁଇଟି ମ୍ୟାଚ୍‌ରେ ବିଜୟ ରେକର୍ଡ଼ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking