35.1 C
Bhubaneswar
Monday, May 13, 2024
Homeଖେଳକୋଲକାତା ନାଇଟରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ ପଞ୍ଜାବ

କୋଲକାତା ନାଇଟରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ ପଞ୍ଜାବ

ନୂଆଦିଲ୍ଲୀ:ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୬ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୨ଟି ୱିକେଟ ହରାଇ ୧୫୦ ରନ୍‌ କରି ବିଜୟ ହାସଲ କରିଛି । ପଞ୍ଜାବ ପକ୍ଷରୁ ପ୍ରଥମରୁ ଦୁଇ ଓପନର ସର୍ତକତାର ସହ ବ୍ୟାଟିଂ କରିଥିଲେ । କେ.ଏଲ୍ ରାହୁଲ ୨୫ ବଲରେ ୨୮ ରନ୍‌ କରିଥିବା ବେଳେ ମନଦୀପ ସିଂ ସର୍ବାଧିକ ୫୫ ବଲରେ ୬୬ ରନ୍‌ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking