ନୂଆଦିଲ୍ଲୀ: ଭାରତକୁ ଐତିହାସିକ ସଫଳତା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରେସମିଟ । ଦେଶର ମୁଣ୍ଡ ଉପରକୁ କରିଛି ସେନା । ପିଏମଙ୍କ ମାର୍ଗଦର୍ଶନରେ ମିଳିଛି ସଫଳତା । ସେନା ତରଫରୁ ସଠିକ ଅପରେସନ । ଭାରତୀୟ ସେନା ଇତିହାସ ରଚିଛି । ସେନା ନିଜର ପରାକାଷ୍ଠା ପ୍ରଦର୍ଶନ କରିଛି ।