36.1 C
Bhubaneswar
Sunday, May 19, 2024
Homeଓଡିଶାସ୍ମାର୍ଟ ସିଟି ଆୱାର୍ଡ: ଭୁବନେଶ୍ୱରକୁ ୨ ପୁରସ୍କାର

ସ୍ମାର୍ଟ ସିଟି ଆୱାର୍ଡ: ଭୁବନେଶ୍ୱରକୁ ୨ ପୁରସ୍କାର

ଭୁବନେଶ୍ୱର: ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ପ୍ରତିଯୋଗୀତାରେ ଭୁବନେଶ୍ୱରକୁ ୨ଟି ପୁରସ୍କାର ମିଳିଛି । ସୋସିଆଲି ସ୍ମାର୍ଟ ଭୁବନେଶ୍ୱର ଓ ମୋ ଭୁବନେଶ୍ୱର ପୋର୍ଟାଲ ପାଇଁ ପୁରସ୍କାର ମିଳିଛି । ସୋସିଆଲ ଆସପେକ୍ଟ ବର୍ଗରେ ସୋସିଆଲି ସ୍ମାର୍ଟ ଭୁବନେଶ୍ୱରକୁ ୨ୟ ସ୍ଥାନ ମିଳିଛି । ଗଭର୍ଣ୍ଣାନ୍ସ ବର୍ଗରେ ଭୁବନେଶ୍ୱର ମି’ ପୋର୍ଟାଲକୁ ତୃତୀୟ ସ୍ଥାନ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking