27.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିକୁ ନେଇ ଭାରତ ଚିନ୍ତିତ

ରୁଷ-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିକୁ ନେଇ ଭାରତ ଚିନ୍ତିତ

ୱାଶିଂଟନ: ଜାତିସଂଘରେ ଭାରତର ରାଜଦୂତ ରୁଚିରା କମ୍ବୋଜ ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ପୁଣିଥରେ ଭାରତର ଚିନ୍ତାବ୍ୟକ୍ତ କରିଛନ୍ତି । ଝାପୋରଜିୟା ନ୍ୟୁକ୍ଲିୟର୍ ପ୍ଲାଟ୍ ନିକଟରେ ହୋଇଥିବା ଭୀଷଣ ବୋମାବର୍ଷଣକୁ ନେଇ ଭାରତ ବିଶେଷ ଚିନ୍ତିତ ବୋଲି ରୁଚିରା ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କହିଛନ୍ତି । ଯେପରି କୌଣସି ଭୟଙ୍କର ବିପଦ ସେଥିପ୍ରତି ରୁଷ ଏବଂ ୟୁକ୍ରେନ୍ ଉଭୟ ପକ୍ଷ ସଂଯମତା ରକ୍ଷା କରିବାକୁ ସେ ନିବେଦନ କରିଛନ୍ତି । ନ୍ୟୁକ୍ଲିୟର୍ ପ୍ଲାଣ୍ଟ୍‌ର ସୁରକ୍ଷା ବିଶେଷ ଜୁରୁରୀ ବୋଲି ସେ କହିଛନ୍ତି । ସଂଘର୍ଷକୁ ସମାପ୍ତ କରିବା ନିମନ୍ତେ ସମସ୍ତ ପ୍ରକାର ରାଜନୈତିକ ଉଦ୍ୟମକୁ ଆମେ ସମର୍ଥନ କରୁ ବୋଲି ରୁଚିରା କହିଛନ୍ତି । ସଂଘର୍ଷ ଆରମ୍ଭ ହେବା ପରଠାରୁ ହଂସା ସମାପ୍ତ କରିବାକୁ ଭାରତ ଲଗାତାର ନିବେଦନ କରିଆସୁଛି ।

ଦିଲ୍ଲୀରେ ୩ ନାବାଳିକଙ୍କୁ ଦୁଷ୍କର୍ମ: ୨ ମହିଳା ସମେତ ୪ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking