26.1 C
Bhubaneswar
Friday, July 4, 2025
Homeଦେଶ ବିଦେଶଜାତିସଂଘରେ ପୁଣି ବାଧାଦେଲା ଚୀନ

ଜାତିସଂଘରେ ପୁଣି ବାଧାଦେଲା ଚୀନ

ନୂଆଦିଲ୍ଲୀ: ଜାତିସଂଘରେ ଭାରତର ପ୍ରସ୍ତାବରେ ପୁଣି ବାଧାଦେଲା ଚୀନ। ହାଫିଜ ତଲହାକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଅଟକାଇଲା ଚୀନ। ଜାତିସଂଘରେ ସ୍ବତନ୍ତ୍ର ଅଧିକାର ବଳରେ ଭାରତର ପ୍ରସ୍ତାବକୁ ଅଟକାଇଲା ଚୀନ। ୫ ମାସ ମଧ୍ୟରେ ପଞ୍ଚମ ଥର ପାଇଁ ଭାରତର ପ୍ରସ୍ତାବ ଉପରେ ଚୀନର ରୋକ। ମୁମ୍ବଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦର ପୁଅ ହାଫିଜ ତଲହା। ଗତ ଏପ୍ରିଲରେ ହାଫିଜ ତଲହାକୁ ଆତଙ୍କବାଦୀ ଘୋଷଣା କରିଥିଲା ଭାରତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking