28.1 C
Bhubaneswar
Friday, May 30, 2025
Homeଅପରାଧନୂଆବର୍ଷରେ ପୁଣି ରାଜଧାନୀରେ ରକ୍ତର ଛିଟା; ମହିଳାଙ୍କୁ ହତ୍ୟା ସନ୍ଦେହ

ନୂଆବର୍ଷରେ ପୁଣି ରାଜଧାନୀରେ ରକ୍ତର ଛିଟା; ମହିଳାଙ୍କୁ ହତ୍ୟା ସନ୍ଦେହ

ଭୁବନେଶ୍ୱର: ନୂଆବର୍ଷ ଆରମ୍ଭରୁ ରକ୍ତରେ ରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ଏକ ଅର୍ଦ୍ଧନିର୍ମିତ ଘରୁ ଜଣେ ମହିଳାଙ୍କୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଭୁବନେଶ୍ୱର ଉପକଣ୍ଠା କୋରଡକଣ୍ଟାସ୍ଥିତ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ମୃତ ମହିଳା ଜଣକ ଜଣେ ଶ୍ରମିକ ହୋଇଥିବା ନେଇ ପୋଲିସ ସୂଚନା ପାଇଛି । ଏ ନେଇ ଘଟରାସ୍ଥଳରେ ପହଞ୍ଚି ମଞ୍ଚେଶ୍ୱର ପୋଲିସ ମାମଲା ତଦନ୍ତ ଆରମ୍ଭ କରିଛି । ତେବେ ପାରିପାଶ୍ୱିର୍କ ପରିସ୍ତିତିକୁ ଲକ୍ଷ୍ୟ କରି ଏହା ଏକ ହତ୍ୟା ଘଟଣା ବୋଲି ଅନୁମାନ କରାଯାଉଥିବା ବେଳେ ଏହାର ଉତ୍ତର ଖୋଜିବା ଆରମ୍ଭ କରିଛି ମଞ୍ଚେଶ୍ୱର ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking