30.1 C
Bhubaneswar
Monday, May 20, 2024
Homeଓଡିଶାକେନ୍ଦୁଝର ଜିଲ୍ଲା ବାଉଁଶୁଳି ଗାଁରେ୧୮ ଟିକିଆ ହାତୀପଲଙ୍କ ଉତ୍ପାତ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝର ଜିଲ୍ଲା ବାଉଁଶୁଳି ଗାଁରେ୧୮ ଟିକିଆ ହାତୀପଲଙ୍କ ଉତ୍ପାତ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝର :କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବାଉଁଶୁଳି ଗାଁରେ ପଶିଲେ ୧୮ ଟିକିଆ ହାତୀପଲ । ଗାଁରେ ପଶି ହାତୀପଲ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏଥର ଚାଷୀମାନେ ବହୁ ଜମିରେ ଚାଷ କରିଛନ୍ତି । ବର୍ଷ ଯାକର ଫସଲ ନଷ୍ଟ ହେବାକୁ ନେଇ ଏବେ ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି । ତେବେ ୪୦ ଏକରରୁ ଉର୍ଦ୍ଧ୍ବ ଅଂଚଳରେ କାର୍ଯ୍ୟ କରୁଥିବା ସରକାରୀ ନର୍ସରୀ ଭିତରେ ହାତୀପଲ ପଶି ଉତ୍ପାତ ମଚାଇଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ସ୍ଥିତି ଅନୁଧ୍ୟାନ କରିବା ସହ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି ।

ଗଞ୍ଜାମରେ ୮୨.୪ କେଜି ଗଂଜେଇ ଜବତ, ଜଣେ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking