40.5 C
Bhubaneswar
Wednesday, June 4, 2025
Homeଦେଶ ବିଦେଶଅବୈଧ ବିବାହ ମାମଲାରେ ଇମ୍ରାନ ଖାନଙ୍କୁ ସମନ

ଅବୈଧ ବିବାହ ମାମଲାରେ ଇମ୍ରାନ ଖାନଙ୍କୁ ସମନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ବୁରୀଷ ବୀବୀଙ୍କ ଅବୈଧ ବିବାହ ମାମଲାକୁ ଇସଲାମାବାଦର ଏକ କୋର୍ଟ ସ୍ୱୀକାର କରିନେଇଛି । ଏହାସହ ଜୁଲାଇ ୨୦ରେ କୋର୍ଟ ସମ୍ମୁଖରେ ହାଜର ହେବାକୁ ଇମ୍ରାନ ଓ ବୁରୀଷଙ୍କୁ ସମନ ପଠାଇଛି । ଏନେଇ ଜିୟୋ ଟିଭି ସୂଚନା ପ୍ରଦାନ କରିଛି । ସୂଚନାଯୋଗ୍ୟ, ବୁରୀଷ ବୀବୀ ତାଙ୍କ ପୂର୍ବ ସ୍ୱାମୀଙ୍କୁ ୨୦୧୭ରେ ଛାଡ଼ପତ୍ର ଦେଇଥିଲେ । କିନ୍ତୁ ‘ଇଦତ’ ଅବଧି ସରି ନଥିବାବେଳେ ୨୦୧୮ ଜାନୁଆରୀରେ ଇମ୍ରାନ ଖାନଙ୍କୁ ବୁରୀଷ ବୀବୀ ବିବାହ କରିଥିଲେ ବୋଲି ପିଟିସନ ଦାୟରକାରୀ ମୋହମ୍ମଦ ହନୀଫ ଦାବୀ କରିଥିଲେ । ଇସଲାମିକ ସରିୟା ଆଇନ ମୁତାବକ ଏହି ବିବାହ ବୈଧ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking