29.1 C
Bhubaneswar
Monday, March 17, 2025
Homeଓଡିଶାଆଇଆଇସିଙ୍କ ଭିଡିଓ ଭାଇରାଲ

ଆଇଆଇସିଙ୍କ ଭିଡିଓ ଭାଇରାଲ

କଟକ : କଟକ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସିଙ୍କ ଭାଇରାଲ ଭିଡିଓ ଦେଖାଇଲା ବିଜେପି । ପ୍ରେସମିଟରେ ଭାଇରାଲ ଭିଡିଓ ଦେଖାଇଲେ ସ୍ମୃତି ପଟ୍ଟନାୟକ । ବିଜେପି ମହିଳା ମୋର୍ଚ୍ଚା ଚାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଆଇଆଇସି ଦୀନକୃଷ୍ଣ ମିଶ୍ର ବଟି ମାଗୁଥିବା ଭିଡିଓ ଦେଖାଇଲେ ସ୍ମୃତି । ଭିଡିଓରେ ବାଇକ୍ ଷ୍ଟାଣ୍ଡ ଲିଜ୍‌ଧାରୀଙ୍କୁ ବଟି ମାଗୁଛନ୍ତି ଆଇଆଇସି । ୪୦ ଡିଲ ହୋଇଥିଲେ ବି କିଛି କମାଇବାକୁ କହୁଛନ୍ତି ଲିଜ୍‌ଧାରୀ । ୨ ଲକ୍ଷ ଲସ୍ ହୋଇ୍‌ଥିବାରୁ କିଛି କମାନ୍ତୁ ବୋଲି ନେହୁରା ହେଉଛନ୍ତି । ଲିଜ୍‌ଧାରୀଙ୍କୁ ଅଶ୍ରାବ୍ୟ ଗାଳି କରି ଫରବ୍ୱାର୍ଡ କରିବେ କହୁଛନ୍ତି ଆଇଆଇସି । ଭାଇରାଲ ଭିଡିଓ ଦେଖାଇ କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ମୃତି ପଟ୍ଟନାୟକ । ବିଜେପିର ଅଭିଯୋଗ ନେଇ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପ୍ରତିକ୍ରିୟା ମିଳିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking