ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ପଡିଲେ ଢେଙ୍କାନାଳ ସଦର ଥାନା ଆଇଆଇସି । ଢେଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାକୁଆ । ୩୦ ହଜାର ଟଙ୍କା ନେଲା ବେଳେ ଧରା ପଡିଥିବା ସୂଚନା । ଜଣେ କୋଇଲା ଟ୍ରକ ମାଲିକଙ୍କ ଠାରୁ ଟଙ୍କା ନେଉଥିବା ସୂଚନା । ଟ୍ରାପ ପରେ ଥାନା ଭିତରେ ଆଇଆଇସିଙ୍କୁ ଜେରା ଚାଲିଥିବା ସୂଚନା । ଥାନା ପରିସରରେ ଥିବା କ୍ୱାଟର୍ସରେ ବି ରେଡ୍ । ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ପଦୋନ୍ନତି ପାଇଥିଲେ ଅଭିନବ । ରାଉରକେଲା ଡିଏସପି ଭାବେ ପୋଷ୍ଟିଂ ଅର୍ଡର ବି ବାହାରି ସାରିଛି ।
ଦୁର୍ବଳ ହେଉଛି ମୌସୁମୀ: ଆଗକୁ ମାଡି ଆସୁଛି ଏକାସାଙ୍ଗରେ ୩ଟି ଲଘୁଚାପ !