ଆଳି: ଡଙ୍ଗା ବୁଡି ନାବାଳକ ମୃତ ଏବଂ ଜଣେ ନିଖୋଜ ହୋଇଛନ୍ତି । ପୋଲ ଦାବିରେ ଏକମାଣିଆ ଗାଁରେ ମୃତଦେହ ରଖି ଧାରଣା କରାଯାଉଛି । ମୃତ ଦେହ ରଖି ଧାରଣା ଦେଲେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା । ଏକମାଣିଆରୁ ରାଜନଗର କେରଡାଗଡ ଯିବାବେଳେ ବୁଡିଥିଲା ଡଙ୍ଗା ।