27.1 C
Bhubaneswar
Tuesday, April 1, 2025
Homeଓଡିଶାଧାରଣାରତ ରାମଚନ୍ଦ୍ର କାଡାମ ଅସୁସ୍ଥ

ଧାରଣାରତ ରାମଚନ୍ଦ୍ର କାଡାମ ଅସୁସ୍ଥ

ଭୁବନେଶ୍ୱର: ଧାରଣାରତ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଅସୁସ୍ଥ ହୋଇଥିବା ସୂଚନା ମିଳୁଛି । ଡାକ୍ତରୀ ଦଳ ଆସି ତାଙ୍କର ଚିକିତ୍ସା କରିଛନ୍ତି । ରାମଚନ୍ଦ୍ର କାଡାମଙ୍କ ସମେତ ଅଶୋକ ଦାସ  ଏବଂ ପ୍ରଫୁଲ୍ଲ ପ୍ରଧାନଙ୍କୁ ଆମ୍‌ୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି । ବିଧାନସଭା ପରିସରକୁ ଯାଇ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ  ନୀରବ ପ୍ରତିବାଦ କରିବାକୁ ଚାହୁଁଥିଲେ କଂଗ୍ରେସ ସଦସ୍ୟ । ପୋଲିସ ଗେଟ ସମ୍ମୁଖରେ ଅଟକାଇବାରୁ ଦିନ ୧୦ଟା ୩୦ ମିନିଟରୁ ଗେଟ ଆଗରେ ଧାରଣା ଦେଇଥିଲେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ , ବିଧାୟକ , ଅଶୋକ ଦାସ , ବିଧାୟକ ପ୍ରଫୁଲ୍ଲ ପ୍ରଧାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking