29.1 C
Bhubaneswar
Tuesday, May 6, 2025
Homeଓଡିଶାବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟ୍‌

ବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟ୍‌

ରାଉରକେଲା: ୨ ଯୁବ ବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ପ୍ଲାଣ୍ଟସାଇଡ୍ ଥାନା ମାଲଗୋଦାମ ଅଞ୍ଚଳରେ ଏହିଭଳି ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି । କେତେ ଟଙ୍କା ଓ ସୁନା ଲୁଟ୍ ହୋଇଛି ତାହା ଏବେ ଯାଏଁ କିଛି ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking