27.1 C
Bhubaneswar
Monday, June 9, 2025
Homeଓଡିଶା ଝାରସୁଗୁଡାବାସୀଙ୍କ ସେବା କରିବି: ଦୀପାଳି

 ଝାରସୁଗୁଡାବାସୀଙ୍କ ସେବା କରିବି: ଦୀପାଳି

ଭୁବନେଶ୍ୱର: ବିଧାୟିକା ଭାବେ ଶପଥ ପରେ ଦିପାଳି ଦାସ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଝାରସୁଗୁଡାବାସୀଙ୍କ ସେବା ପାଇଁ କାର୍ଯ୍ୟ କରିବି । ବାପାଙ୍କ ଅଧୁରା ସ୍ୱପ୍ନ ପୁରଣ କରିବା ପାଇଁ ମୁଁ କାମ କରିବି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡା ପାଇଁ କାର୍ଯ୍ୟ କରିବି ବୋଲି ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking