29.1 C
Bhubaneswar
Wednesday, June 4, 2025
Homeଓଡିଶାମୋର କିଛି ଅସନ୍ତୋଷ ନାହିଁ: ସୁଶାନ୍ତ

ମୋର କିଛି ଅସନ୍ତୋଷ ନାହିଁ: ସୁଶାନ୍ତ

ଭୁବନେଶ୍ୱର: ମନ୍ତ୍ରୀ ପଦ ନପାଇବା ନେଇ ସୁଶାନ୍ତ ସିଂଙ୍କ ସମର୍ଥକଙ୍କ ଖପ୍ପା ପ୍ରସଙ୍ଗ । ବ୍ୟକ୍ତିଗତ ଭାବେ ମୋର କିଛି ଅସନ୍ତୋଷ ନାହିଁ ବୋଲି କହିଲେ ସୁଶାନ୍ତ ସିଂ । ମୁଖ୍ୟମନ୍ତ୍ରୀଙ୍କର ଆର୍ଶିବାଦ ଆମ ଉପରେ ସବୁବେଳେ ରହିଛି କିଏ କେଉଁଠି ଅସନ୍ତୋଷ ଥିବ,ମୁଁ ଜାଣିନି ବୋଲି କହିଛନ୍ତି ସୁଶାନ୍ତ ସିଂ । ଯିଏ ମୋ ପାଖକୁ ଆସୁଥିଲେ ମୁଁ ସେମାନଙ୍କୁ ବୁଝାଇ ଦେଇଛି । ସାର୍ ଆମ କାମ କରିଦେଇଛନ୍ତି ବୋଲି ମୁଁ ସେମାନଙ୍କୁ ବୁଝାଇ ଦେଇଛି । କାହାର କଣ ଥିବ,ବ୍ୟକ୍ତିଗତ ଭାବେ ମୋର କିଛି ଅସନ୍ତୋଷ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking