ନୂଆଦିଲ୍ଲୀ: ବଡ ବୟାନ ଦେଲେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କାଲି ୱକଫ ବିଲ ଭୋଟିଂରେ ଅସନ୍ତୁଷ୍ଟ ହୋଇ ଭୋଟ ଦେଲିନି ବୋଲି କହିଲେ ଦେବାଶିଷ । ଦଳ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଁ କାଲି ଭୋଟ ଦେଲିନି । ହେଲେ ଏବେ ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ଜୋର ଧରିଛି ।