31.1 C
Bhubaneswar
Thursday, July 4, 2024
Homeଓଡିଶାମୁଁ କୌଣସି ସ୍କାମ୍ ସହ ଜଡିତ ନାହିଁ: ସୁଧାଂଶୁ

ମୁଁ କୌଣସି ସ୍କାମ୍ ସହ ଜଡିତ ନାହିଁ: ସୁଧାଂଶୁ

ଭୁବନେଶ୍ୱର: ବହିଷ୍କାର ପରେ ବିଧାୟକ ସୁଧାଂଶୁ ପରିଡାଙ୍କ ପ୍ରତିକ୍ରିୟା । ମୁଁ କିଛି ଜାଣିନି କୌଣସି ସ୍କାମରେ ନାହିଁ ବୋଲି କହିଲେ ସୁଧାଂଶୁ । ମୋତେ ବହିଷ୍କାର କାରଣ ଜଣାନାହିଁ, ମୋ ଦାୟିତ୍ୱ ତୁଲାଉଛି । ମୋ କାର୍ଯ୍ୟ ଉପରେ ମୁଁ ସନ୍ତୁଷ୍ଟ ଅଛି ଆଉ ଲୋକମାନେ ବି ସନ୍ତୁଷ୍ଟ ଅଛନ୍ତି । ମୁଁ କୌଣସି ସ୍ମାମ ସହ ନାହିଁ କି ପୂର୍ବରୁ ମଧ୍ୟ ନଥିଲି ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସୁଧାଂଶୁ ପରିଡା । ବ୍ୟବସାୟ ଘଟଣାରେ ମୁଁ ସେଥିରେ ମାଲିକ ନୁହେଁ ପାର୍ଟନର ଥିଲି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ସେକଥା ସେ ଜାଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking