29.1 C
Bhubaneswar
Saturday, May 18, 2024
Homeଅପରାଧଏଟିଏମ ଭିତରେ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଏଟିଏମ ଭିତରେ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗୋଟେ ଅଞ୍ଚଳରେ ଘଟିଛି ଏହି ଘଟଣା । ଗତ ମଙ୍ଗଳବାର ଅଭିଯୁକ୍ତ ସ୍ତ୍ରୀକୁ ଏଟିଏମକୁ ନେଇ ଯାଇଥିଲେ । ଏଟିଏମ ଭିତରେ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଥିଲା ସ୍ୱାମୀ । ସ୍ତ୍ରୀ ଗର୍ଭବତୀ ଥିବା ସୂଚନା ମିଳିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ଘରକୁ ଆସି ନିଜ ସାନ ଭାଇକୁ ହତ୍ୟା କରିବା ପାଇଁ ଗୁଳି ଚାଳନ କରିଥିଲା ଅଭିଯୁକ୍ତ । ଗୁଳି ଚାଳନରେ ସାନଭାଇ ଆହତ ହୋଇଯାଇଥିଲା । ଆହତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସର ସୂଚନା ଅନୁସାରେ, ଭାଉଜର ଦିଅର ସହିତ ସମ୍ପର୍କ ଥିବା ନେଇ ସନ୍ଦେହ କରି ଦୁଇ ଜଣଙ୍କୁ ଗୁଳି କରିଥିଲା ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking