ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଆନ୍ତରାଜ୍ୟ ବାଇକ ଲୁଟେରା । ଭୁବନେଶ୍ୱର ଖଣ୍ଡଗିରି ଅଂଚଳରୁ ୩ ଜଣଙ୍କୁ ଗିରଫ କଲା ପୋଲିସ । ୨୩ଟି ଚୋରା ବାଇକ ଜବତ, ୧୪ଟି କେବଳ ବୁଲେଟ୍ ବାଇକ୍ ଜବତ ହୋଇଥିବା ସୂଚନା ରହିଛି ।