27.1 C
Bhubaneswar
Thursday, June 26, 2025
Homeଦେଶ ବିଦେଶମୃତ୍ୟୁ ପରେ ମଣିଷର ଶରୀର ନଷ୍ଟ ହୋଇଥାଏ କିପରି.........

ମୃତ୍ୟୁ ପରେ ମଣିଷର ଶରୀର ନଷ୍ଟ ହୋଇଥାଏ କିପରି………

ନୂଆଦିଲ୍ଲୀ: ଆମେମାନେ ଜାଣିଛେ ମଣିଷ ଏ ଦୁନିଆରେ ଏକା ଆସିଛି ଏବଂ ଏକା ହିଁ ଯିବ । ଅର୍ଥାତ ଖାଲି ହାତରେ ମଣିଷ ଏ ଦୁନିଆକୁ ଆସିଛି ଏବଂ ଗଲା ବେଳକୁ ମଧ୍ୟ କାଲି ହାତରେ ହିଁ ଯିବ । ଏବେ ଆସନ୍ତୁ ଜାଣିବା ମଣିଷର ମୃତ୍ୟୁ ପରେ ମଣିଷର ଶରୀର କିପରି ନଷ୍ଟ ହୋଇଥାଏ ।

ସୂଚନା ଅନୁଯାୟୀ, କଣିଷର ମୃତ୍ୟୁର ୩ ଦିନ ପରେ ପ୍ରଥମେ ତାର ନଖ ଛାଡିବା ଆରମ୍ଭ ହୋଇଥାଏ । ତାପେର ତା ୫ ଦିନ ପରେ ବ୍ରେନ ତରଳିବାରେ ଲାଗେ । ୬ ଦିନ ପରେ ମଣିଷର ପାକସ୍ଥଳୀ ତରଳି ପାଟି ପଟେ ବାହାରକୁ ଆସେ । ଆଉ ୬୦ ଦିନ ବେଳକୁ ହାଡରୁ ମାଂସ ଅଲଗା ହୋଇଯାଇଥାଏ । ଶେଷରେ ସେ ଶରୀରରୁ ପଚା ଗନ୍ଧ ବାହାରିଥାଏ । ମଣିଷର ମୃତ୍ୟୁ ପରେ ଶରୀରକୁ ନ ପୋଡୀଲେ ମଣିଷ ଶରୀରୁ ଏପରି ଭାବେ ନଷ୍ଟ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking