28.1 C
Bhubaneswar
Thursday, September 19, 2024
Homeଓଡିଶାଶ୍ରୀ ମନ୍ଦିର ଭିତରେ ଅଭାବନୀୟ ଘଟଣା: ଦୀପ ନିଆଁ ଲାଗି ମହିଳା ଆହତ

ଶ୍ରୀ ମନ୍ଦିର ଭିତରେ ଅଭାବନୀୟ ଘଟଣା: ଦୀପ ନିଆଁ ଲାଗି ମହିଳା ଆହତ

ପୁରୀ : ଶ୍ରୀ ମନ୍ଦିରଭିତରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ଦୀପ ନିଆଁ ଲାଗି ମହିଳା ଆହତ। ମହିଳା ଜଣଙ୍କ ଭୁବନେଶ୍ୱରରୁ ଆସିଥିବା ଜଣାପଡିଛି । ମହିଳା ଜଣଙ୍କ ବାହାର କାଠ ନିକଟରେ ଦୀପ ଲଗାଇବା ସମୟରେ ହଠାତ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ମହିଳା ଜଣଙ୍କ ଗୁରୁତର ହୋଇ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ବିଶିଷ୍ଟ ସାହିତ୍ୟିକ ହୁସେନ ରବିଗାନ୍ଧୀଙ୍କ ପରଲୋକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking