26.1 C
Bhubaneswar
Thursday, September 19, 2024
Homeଓଡିଶାସରିଲା କଟକ ଐତିହାସିକ ବାଲିଯାତ୍ରା

ସରିଲା କଟକ ଐତିହାସିକ ବାଲିଯାତ୍ରା

ଭୁବନେଶ୍ୱର: ସରିଲା କଟକ ଐତିହାସିକ ବାଲିଯାତ୍ରା – ୨୦୨୩। ରେକର୍ଡ ସଂଖ୍ୟକ ବ୍ୟବସାୟ। ବ୍ୟବସାୟୀ ଖୁସି।  ଚଳିତବର୍ଷ ବାଲିଯାତ୍ରାରେ ମୋଟ ଦୁଇ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ। ଉଭୟ ଉପର ଓ ତଳ ପଡ଼ିଆରେ ୯ ଦିନ ଚାଲିଲା ବାଣିଜ୍ୟର ମହାକୁମ୍ଭ। ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ବା ଓରମାସରେ ମଧ୍ୟ ପୁର୍ବ ବର୍ଷର ରେକର୍ଡ ଭାଙ୍ଗିଲା। ଓରମାସରେ ୩୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ। ଗତବର୍ଷ ଓର୍ମସରେ ୨୪ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking