27.1 C
Bhubaneswar
Saturday, October 19, 2024
Homeଓଡିଶା୭ ତାରିଖରେ ଝାରସୁଗୁଡାରେ ହେବ ହାଇଭୋଲଟେଜ ପ୍ରଚାର

୭ ତାରିଖରେ ଝାରସୁଗୁଡାରେ ହେବ ହାଇଭୋଲଟେଜ ପ୍ରଚାର

ଭୁବନେଶ୍ୱର: ୭ ତାରିଖରେ ଝାରସୁଗୁଡାରେ ହାଇଭୋଲଟେଜ ପ୍ରଚାର । ଗୋଟିଏ ଦିନରେ ରାଜ୍ୟର ୨ ବରିଷ୍ଠ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଛି । ୭ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ପାଇଁ ପ୍ରଚାର କରାଯିବା ପାଇଁ ରୋଡ ସୋ କରିବେ ଧର୍ମେନ୍ଦ୍ର ।

ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking