28.1 C
Bhubaneswar
Monday, July 21, 2025
Homeଓଡିଶାନବୀନ ଓଡିଶାକୁ ହାଇକୋର୍ଟ ଝଟକା

ନବୀନ ଓଡିଶାକୁ ହାଇକୋର୍ଟ ଝଟକା

ଭୁବନେଶ୍ୱର: ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ହାଇକୋର୍ଟଙ୍କ ଝଟକା । ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି । ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାଥିରେ ନେଇ ପ୍ରକଳ୍ପ ଚୟନ ନିର୍ଦ୍ଦେଶ । ପ୍ରକଳ୍ପ କାର୍ଯ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ଜନପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଥିବା ନେଇ ମାମଲା ହୋଇଥିଲା । ରାଜ୍ୟର ଏକାଧିକ ସ୍ଥାନରୁ ସମାନ ମାମଲା ଦାୟର ହୋଇଥିଲା । ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking