27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଆଇନ ଶୃଙ୍ଖଳା ବଜାୟ ରଖିବାକୁ ଉତ୍ତରାଖଣ୍ଡକୁ ହାଇକୋର୍ଟଙ୍କ ନିର୍ଦେଶ

ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଉତ୍ତରାଖଣ୍ଡକୁ ହାଇକୋର୍ଟଙ୍କ ନିର୍ଦେଶ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପାରୋଲା ସହରରେ ସାମ୍ପ୍ରଦାୟିକ ହିଂସା ଘଟଣାର ଶୁଣାଣି କରି ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି। ଜଣେ ମୁସଲମାନ ଦୁଇଜଣ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଚଳାଇଥିବାବେଳେ ପୁଲିସ ଏହାକୁ ପଣ୍ଡ କରିଦେଇଥିଲା।

ମହାପଞ୍ଚାୟତ ରୋକିବା ପାଇଁ ରାଜ୍ୟ ସରକାର ଉକ୍ତ ପାହାଡ଼ିଆ ଜିଲାରେ ଧାରା ୧୪୪ ଜାରି କରିଥିଲେ। ବୁଧବାର ରାତିରେ ମହାପଞ୍ଚାୟତ ପାଇଁ ହିନ୍ଦୁ ସଂଗଠନ ଓ ସ୍ଥାନୀୟ ବ୍ୟବସାୟିକ ସଂଗଠନ ବିକ୍ଷୋଭ ଘୋଷଣା କରିଥିଲେ। ତଥାପି ସ୍ଥିତିରେ କିଛି ପରିବର୍ତ୍ତନ ଆସି ନ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking