27.1 C
Bhubaneswar
Saturday, September 12, 2026
Homeଓଡିଶାକୂଅରୁ ହାତୀ ଛୁଆ ଉଦ୍ଧାର

କୂଅରୁ ହାତୀ ଛୁଆ ଉଦ୍ଧାର

ଦେବଗଡ଼: କୂଅ ଭିତରେ ଫସି ରହିଥିବା ହାତୀ ଛୁଆ ଉଦ୍ଧାର। ବନ ବିଭାଗର ୭ ଘଣ୍ଟା ଉଦ୍ୟମ ପରେ ହାତୀ ଛୁଆ ଉଦ୍ଧାର ହୋଇଛି। ସୂଚନା ଅନୁଯାଇ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଲା ଫରେଷ୍ଟ ସେକ୍ସନ ଖଳିପଶି ଗାଁ ରେ ଦେଖିବାକୁ ମିଳିଛି ଏମିତି ଘଟଣା। ତେବେ ସୂଚନା ଯୋଗ୍ୟ ଯେ, କାଲି ହାତୀପଲ ଯାଉଥିବା ବେଳେ ଗୋଟେ ଛୁଆ ହାତୀ କୂଅରେ ପଡିଯାଇଥିଲା। ମା ହାତୀ ପାଖରେ ଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking