28.1 C
Bhubaneswar
Monday, June 16, 2025
Homeଓଡିଶାମନ୍ଦିରରେ ଫାଟିଲା ହିଲିୟମ ବେଲୁନ: ୨୫ ନାବାଳିକା ଆହତ

ମନ୍ଦିରରେ ଫାଟିଲା ହିଲିୟମ ବେଲୁନ: ୨୫ ନାବାଳିକା ଆହତ

ଗୁଜରାଟ: ଗୁଜରାଟର ମେହସାଣା ଜିଲ୍ଲାର ଏକ ଗାଁରେ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ମନ୍ଦିରରେ ବେଲୁନ୍‌ ଫୁଟିବା ଅଘଟଣ ଯୋଗୁଁ ୨୫ ନାବାଳିକା ପୋଡିଯାଇଛନ୍ତି । କାର୍ଯ୍ୟକ୍ରମରେ ଲାଗିଥିବା ହିଲିୟମ ବେଲୁନ ଫୁଟିବା ଯୋଗୁଁ ୧୦ରୁ ୧୫ ବର୍ଷର ନାବାଳିକା ୨୫ ଜଣ ଆହତ ହୋଇଛନ୍ତି । ପୋଲିସ ଏହି ସୂଚନା ଦେଇଛି ।

ଖବର ମୁତାବକ, ମେହସାଣା ଜିଲ୍ଲାର ବ୍ରାହ୍ମଣବାଡା ଗାଁରେ ଗଣେଶ ମନ୍ଦିରରେ ବାହାରେ ଦିନ ଦିପ୍ରହରର ସମୟରେ ମୂର୍ତ୍ତି ଅଭିଷେକ ସମାରୋହରେ ଦେଖୁଥିଲେ । ଏହି ସମୟରେ ବାଣରୁ ନିଆଁ ଝିଟିକି ବେଲୁନରେ ପଡିଥିଲା । ଫଳରେ ବେଲୁନ ଫାଟିଯାଇଥିଲା । ସେଠାରେ ଉପସ୍ଥିତ ଥିବା ୨୫ ନାବାଳିକାଙ୍କ ଉପରେ ପଡିଥିଲା । ସେମାନେ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୦ରୁ ୧୫ ବର୍ଷର ପିଲାମାନେ ଆହତ ହୋଇଛନ୍ତି । ୧୦ ଜଣ ଯୁବତୀଙ୍କୁ ପ୍ରାଥମିକ ଉପହାର କରାଯାଇ ଘରକୁ ପଠାଇ ଦିଆଯାଇଛି । ସେହିପରି ୧୫ ଜଣ ପିଲା ଏବେ ବି ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking