27.1 C
Bhubaneswar
Saturday, May 24, 2025
Homeଓଡିଶାରାଜମିସ୍ତ୍ରୀଙ୍କୁ ମାରି ଫିଙ୍ଗିଦେଲେ !

ରାଜମିସ୍ତ୍ରୀଙ୍କୁ ମାରି ଫିଙ୍ଗିଦେଲେ !

ଭଞ୍ଜନଗର: ବ୍ରିଜ ତଳୁ ରାଜମିସ୍ତ୍ରୀଙ୍‌କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି । ବଡଗଡ ଥାନା ମହୁଲି ଗାଁ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ରାଜମିସ୍ତ୍ରୀଙ୍କ ଘରେ ବ୍ରହ୍ମପୁର ଆଙ୍କୁଲିରେ ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking