18.1 C
Bhubaneswar
Monday, November 25, 2024
Homeଖେଳ୧୫ ଶହ ମିଟର ଦୌଡରେ ଭାରତକୁ ରୌପ୍ୟ

୧୫ ଶହ ମିଟର ଦୌଡରେ ଭାରତକୁ ରୌପ୍ୟ

ନୂଆଦିଲ୍ଲୀ:୧୫୦୦ ମିଟର ଦୌଡରେ ଭାରତକୁ ରୌପ୍ୟ । ମହିଳା ବିଭାଗରେ ରୌପ୍ୟ ଜିତିଲେ ହର୍ମିଲାନ୍ ବେନ୍ସ । ଏହାକୁ ମିଶାଇ ଭାରତକୁ ମୋଟ ୧୩ ସ୍ୱର୍ଣ୍ଣ, ୧୭ ରୌପ୍ୟ ଓ ୧୬ ବ୍ରୋ୍‌ଜ ସହ ପଦକ ସଂଖ୍ୟା ୪୬ରେ ପହଂଚିଛି ।
ସେହିପରି ମହିଳା ଟ୍ରାପ ଇଭେଣ୍ଟରେ ରୌପ୍ୟ ଜିତଛି ଭାରତ। ଏପଟେ ଗଲ୍ଫରେ ରୌପ୍ୟ ଜିତିଛି ଭାରତ । ଏସୀୟ ଖେଳ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଗଲ୍ଫର୍ ଭାରତ ପାଇଁ ପଦକ ଜିତିଛନ୍ତି। ଟିମ ଇଭେଣ୍ଟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking