କୋରାପୁଟ: ଦେଢ କୋଟି ଟଙ୍କାର ଗୋ ଗବେଷଣା କେନ୍ଦ୍ର ନିର୍ମାଣ ହେଉ ଥିବା ବେଳେ ଜମି ହରା ବିସ୍ଥାପିତଙ୍କୁ ଅଣ ଦେଖା କରୁଥିବା ଅଞ୍ଚଳ ବାସୀ କରନା ସମୟରେ କାମ ନ ପାଉଥିବା ନେଇ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ର ଉଚ୍ଚ ପଦ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଏକ ସପ୍ତା ପୂର୍ବରୁ ଦିଆ ଯାଇଥିବା ସତ୍ବେ କୋଣସି ଉତ୍ତର ନ ମଳିବାରୁ ବାଧ୍ୟ୍ୟ ହାଲ ବିସ୍ଥାପିତ ସଙ୍ଘ, ହଳ ଲଙ୍ଗଳ ଲୋଗଇ ଚାଷ କରି ବଞ୍ଚିବୁ । ଆମ ଆଦିବାସୀଙ୍କ ଜମି ଫେରଉ ବୋଲି ଦାବିକରିଥିଲେ ବିସ୍ଥାପିତ ସଙ୍ଘ । ଏ ନେଇ ସିସିବି ଏଫ ଫାର୍ମ ର ନିର୍ଦେଶକଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାକୁ ଆସିବାକୁ ମୋନା କରିଥିଲେ । ଏହାର ଉପରସ୍ତ କେନ୍ଦ୍ର ଭିଭାଗୀୟ ଅଧିକାରୀଙ୍କୁ ସୂଚନା ଦିଆଯାଇଛି ବୋଲି କହିଥିଲେ । ଖବର ପାଇଁ ସୁନାବେଡା, ଏସ ଡ଼ି ପି ଓ,ନିରଞ୍ଜନ ବେହେରା, ଆଇ ଆଇ ସି, ଭୀମସେନ ନାୟକ, ସେମିଲିଗୁଡା ଆଇ ଆଇ ସି, ଧିରେନ ବେହେରା, ଫାର୍ମ ପହିଛି ଡାଇରେକଟର ସହିତ ଆଲୋଚନା କରିଥିଲେ ।