29.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶୟୁପିଆଇ ସରଭର୍ ଡାଉନ୍‌

ୟୁପିଆଇ ସରଭର୍ ଡାଉନ୍‌

ନୂଆଦିଲ୍ଲୀ: ଭାରତର ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ)ରେ ଏକ ବଡ଼ ଧରଣର ବିଭ୍ରାଟ ଅନୁଭବ କରୁଥିବା ପରି ମନେ ହେଉଛି। ହଜାର ହଜାର ଉପଭୋକ୍ତା ପେମେଣ୍ଟ ଏବଂ ପାଣ୍ଠି ସ୍ଥାନାନ୍ତର ସମସ୍ୟାର ସମୁଖିନ ହେଉଛନ୍ତି। ଡାଉନଡିଟେକ୍ଟର ସୂଚନା ଅନୁଯାୟୀ, ଆଜି (ବୁଧବାର) ସନ୍ଧ୍ୟାରେ ଅଭିଯୋଗ ସଂଖ୍ୟାରେ ବୃଦ୍ଧି ରେକର୍ଡ କରାଯାଇଥିଲା। ବିଭ୍ରାଟ ଗ୍ରାଫ୍ ସନ୍ଧ୍ୟା ୭ଟା ପରେ ୨,୩୦୦୦ ରୁ ଅଧିକ ଅଭିଯୋଗର ତୀବ୍ର ବୃଦ୍ଧି ଦେଖାଦେଇଛି। ଅନେକ ଉପଭୋକ୍ତା ସୋସିଆଲ ମିଡିଆରେ କହିଛନ୍ତି ଯେ ଗୁଗୁଲପେ ଏବଂ ଫୋନ୍‌ପେ ସମେତ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମଗୁଡ଼ିକ ସେମାନଙ୍କ ପାଇଁ କାମ କରୁନାହିଁ । ଉପଭୋକ୍ତା ବହୁ ସମସ୍ୟାର ସମୁଖିନ ହେଉଛନ୍ତି ବୋଲି ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking