25.1 C
Bhubaneswar
Saturday, January 18, 2025
Homeଓଡିଶାଓଡ଼ିଶାରେ ବନ୍ଦ ହେବ ଗୋ ହତ୍ୟା: ମନ୍ତ୍ରୀ

ଓଡ଼ିଶାରେ ବନ୍ଦ ହେବ ଗୋ ହତ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ଆସାମ ପରି ଓଡ଼ିଶାରେ ବନ୍ଦ ହେବ ଗୋ ହତ୍ୟା । ଗୋ ମାଂସ ଓ ଗୋ ଚାଲାଣ ବି ବନ୍ଦ ହେବ । ଖୁବଶୀଘ୍ର ଓଡିଶା ସରକାର ଆଣିବେ କଡା ଆଇନ । ବିଲ ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲାଗିବ । ଏ ପ୍ରସଙ୍ଗରେ ଆମର ଆଭିମୁଖ୍ୟ ସମ୍ପୂର୍ଣ ସ୍ପଷ୍ଟ । ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking