40.1 C
Bhubaneswar
Sunday, June 16, 2024
Homeଓଡିଶା‘ଜଗନ୍ନାଥ ରାଜ୍ୟ ସରକାର ଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ’

‘ଜଗନ୍ନାଥ ରାଜ୍ୟ ସରକାର ଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ’

ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ ଲାଗି ପୁରୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଗଣମାଧ୍ୟମ ଆଗରେ ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା । ମହାପ୍ରଭୁ ରାଜ୍ୟ ସରକାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି କହିଲେ ସମ୍ବିତ ପାତ୍ର । ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ । ଏବେ କାହିଁକି ମୁହଁ ଖୋଲିଲେ ପ୍ରଶ୍ନରେ ସମ୍ବିତ ପାତ୍ର ନିଜର ଉତ୍ତର ରଖିଛନ୍ତି । ସତ୍ୟ ପାଠରେ ଏଏସଆଇ ଚିନ୍ତାଜନକ ତଥ୍ୟ ଉପସ୍ଥାପନା କରିଛନ୍ତି । ଏଏସଆଇ ସତ୍ୟପାଠ ପରେ ମୁହଁ ଖୋଲିଲି ଆଉ ଚୁପ୍ ରହିବିନି । ରାଜ୍ୟ ସରକାର ଆମ ଧରୋହରକୁ ନଷ୍ଟ କରୁଛନ୍ତି ବୋଲି ସମ୍ବିତ ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking