27.1 C
Bhubaneswar
Tuesday, May 6, 2025
Homeଓଡିଶାପାର୍ଲରରୁ ବୟଫ୍ରେଣ୍ଡ୍‌ ସହ କନ୍ୟା ଫେରାର ଆଉ ତାପରେ...

ପାର୍ଲରରୁ ବୟଫ୍ରେଣ୍ଡ୍‌ ସହ କନ୍ୟା ଫେରାର ଆଉ ତାପରେ…

ଭୁବନେଶ୍ୱର: ବାହାଘର ପାଇଁ ବିୟୁଟି ପାର୍ଲରକୁ ମେକ୍‌ଅପ୍‌ ହେବା ପାଇଁ ଯାଇଥିଲେ, ହେଲେ ସେଠାରୁ ବୟଫ୍ରେଣ୍ଡ୍‌ ସହ ଫେରାର ମାରିଲା କନ୍ୟା। ଆଉ ଏପଟେ ୱେଡିଂ ଭେନ୍ୟୁରେ ଅପେକ୍ଷା କରିଛି ବର। ବିବାହ ମଣ୍ଡପରେ କନ୍ୟା ପହଞ୍ଚିବାରେ ବିଳମ୍ବ ହେବାରୁ ଖୋଜାଖୋଜି ହୋଇଥିଲା। ପରେ ଜଣାପଡ଼ିଥିଲା ଯୁବତୀ ଜଣକ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଯାଇଛନ୍ତି। ରାଜସ୍ଥାନରେ ଏହି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି

ଲାଇଭ୍‌ ହିନ୍ଦୁସ୍ତାନ ରିପୋର୍ଟ ଅନୁସାରେ, ବିବାହ ମଣ୍ଡପରେ ବରଯାତ୍ରୀମାନେ କନ୍ୟାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ତାଙ୍କର କୌଣସି ଦେଖା ସାକ୍ଷାତ ନଥିଲା। ଖୋଜାଖୋଜି ପରେ ଜଣାପଡ଼ିଥିଲା ବୟଫ୍ରେଣ୍ଡ୍‌ ସହ ଯୁବତୀ ଜଣକ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାଜସ୍ଥାନ ଧଉଲପୁର ବରିର ସମ୍ପୃକ୍ତ ଯୁବତୀଙ୍କ ସହ ମୋରେନାର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ବିବାହ ଦିନ ବରଯାତ୍ରୀ ଧରି ବର ଗ୍ରାଣ୍ଡ୍‌ ପ୍ରୋସେସନ କରି ବିବାହ ମଣ୍ଡପରେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking