33.5 C
Bhubaneswar
Friday, April 10, 2026
Homeଦେଶ ବିଦେଶଗିଲଙ୍କୁ ୧୨ ଲକ୍ଷ ଜରିମାନା

ଗିଲଙ୍କୁ ୧୨ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲସ ବିପକ୍ଷରେ ବୁଧବାର ରାତିରେ ରୋମାଞ୍ଚକ ତଥା ନାଟକୀୟ ବିଜୟ ହାସଲ କରିବା ଗୁଜୁରାଟ ଟାଇଟନ୍ସ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି । ଏହି ମ୍ୟାଚ ଅବସରରେ ବି ଗୋଟିଏ ଗୁଳିରେ ଦୁଇଟି ଶିକାର କରି ନେଇଛି ଗୁଜୁରାଟ । ଦିଲ୍ଲୀକୁ ହ୍ୟାଟ୍ରିକ ବିଜୟ ହାସଲ କରିବାରୁ ରୋକିବା ସହ ନିଜେ ଚଳିତ ଋତୁରେ ପଏଣ୍ଟ ଖାତା ଖୋଲିଛି । ଅଧିନାୟକ ଶୁବମନ ଗିଲ କିନ୍ତୁ ନିଜ ଦଳର ଏହି ପ୍ରତୀକ୍ଷିତ ବିଜୟର ମିଠା ସ୍ୱାଦ ପାଇ ପାରି ନାହାନ୍ତି । କାରଣ ମନ୍ଥର ବୋଲିଂ ପାଇଁ ବ୍ୟକ୍ତିଗତ ଭାବେ ସେ ନିଜ ପାଉଣାରୁ ୧୨ ଲକ୍ଷ ଟଙ୍କା ହରାଇଛନ୍ତି । ଆଇପିଏଲ ପକ୍ଷରୁ ତାଙ୍କୁ ନିର୍ଦ୍ଧାରିତ ନିର୍ଦ୍ଧାରିତ ସମୟ ଭିତରେ ବୋଲିଂ କୋଟା ଶେଷ କରିପାରିନଥିବାରୁ ଏହି ଅର୍ଥରାଶିରେ ଦଣ୍ଡିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking