27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଜାନୁଆରୀ ଶେଷ ସପ୍ତାହରେ ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ

ଜାନୁଆରୀ ଶେଷ ସପ୍ତାହରେ ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ

ଲାହୋର: କଳ୍ପନାଜଳ୍ପନାର ଅବସାନ। ଜାନୁଆରୀ ଶେଷ ସପ୍ତାହରେ ପାକିସ୍ତାନରେ ସାଧାରଣ ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ। ଆୟୋଗ କହିଛନ୍ତି- ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି।

ଆସନ୍ତା ସେପ୍ଟେମ୍ବର ୨୭ରେ ସୀମା ନିର୍ଦ୍ଧାରଣ ହୋଇଥିବା ନିର୍ବାଚନମଣ୍ଡଳୀର ପ୍ରାରମ୍ଭିକ ତାଲିକା ପ୍ରକାଶ ପାଇବ। ଏହି ତାଲିକାକୁ ନେଇ କୗେଣସି ଆପତ୍ତି ଓ ପରାମର୍ଶକୁ ବିଚାରକୁ ନେଇ ନଭେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ସାଧାରଣ ନିର୍ବାଚନ ହେବ। ବିଭିନ୍ନ ମାମଲାରେ ପାକିସ୍ତାନ ତେହରିକ-ଇ-ଇନସାଫ ନେତା ଇମ୍ରାନ ଖାଁ ଜେଲରେ ଥିବାବେଳେ ଏହି ନିର୍ବାଚନ ହେବା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking