26.1 C
Bhubaneswar
Thursday, September 19, 2024
Homeଓଡିଶା୯ବର୍ଷରେ ଗ୍ୟାସ ଦର ୩ ଗୁଣା:ଖାଉଟି ହନ୍ତସନ୍ତ

୯ବର୍ଷରେ ଗ୍ୟାସ ଦର ୩ ଗୁଣା:ଖାଉଟି ହନ୍ତସନ୍ତ

ଭୁବନେଶ୍ୱର: ପ୍ରତିଦିନ ଦରଦାମ ହୁହୁ ହୋଇ ବଢୁଥିବା ବେଳେ ଗ୍ୟାସ ଦରବୃଦ୍ଧି ଜନତାଙ୍କୁ କନ୍ଦାଇଲାଣି । ସାଧାରଣ ଜନତା ଦରଦାମ୍ ବୃଦ୍ଧିରେ ଅତିଷ୍ଠ ହେଉଥିବା ବେଳେ ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି ବିଜେଡି। ପୁଣି ଗ୍ୟାସ ଦର ୫୦ଟଙ୍କା ବଢାଇଛନ୍ତି କେନ୍ଦ୍ର ସରକାର, ସାଧାରଣ ଲୋକଙ୍କୁ ଏହା ବାଧୁଛି। ହେଲେ ଏନେଇ ମୁହଁ ଖୋଲୁନାହାନ୍ତି ରାଜ୍ୟ ବିଜେପି ନେତା। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଆସିବା ପରେ ଉଜ୍ଜ୍ବଳା ଯୋଜନାରେ ଘରେ ଘରେ ସହଜ ଓ ସୁଲଭ ମୂଲ୍ୟରେ ଖଚଏ ସିଲିଣ୍ଡର ଦିଆଯିବ ବୋଲି କହିଥିଲେ। ହେଲେ ୨୦୧୪ରେ ଗ୍ୟାସ ସିଲିଣ୍ଡର ଦର ୪୧୦ ଥିବା ବେଳେ ଏବେ ୧୧ଶହ ଟପିଲାଣି। ମାତ୍ର ୮, ୯ ବର୍ଷ ଭିତରେ ଗ୍ୟାସ ଦର ତିନି ଗୁଣା ବଢିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking