27.1 C
Bhubaneswar
Sunday, August 24, 2025
Homeଓଡିଶାଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଲୁଟ

ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଲୁଟ

ଖୋର୍ଦ୍ଧା: ଦିନକୁ ଦିନ ଚୋରମାନଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି । ଏପରିକି ପ୍ରତ୍ୟକ ମନ୍ଦିରକୁ ଲୁଟ କରିବା ପାଇଁ ସେମାନେ ଟାର୍ଗେଟ ରଖିଛନ୍ତି । ଗତକାଲି ରାତିରେ ଦୁର୍ବୃତ୍ତମାନେ ହୁଣ୍ଡିବାକ୍ସ ଟଙ୍କା, ଆସବାବପତ୍ର ଓ ସୁନା ଅଳଙ୍କାର ଆଦି ଲୁଟି ନେଇଛନ୍ତି। ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଗତକାଲି ମନ୍ଦିର ପାର୍ଶ୍ବ ଗ୍ରିଲ ତାଡ଼ି ଭିତରେ ପଶି ହୁଣ୍ଡିବାକ୍ସ ତାଡ଼ି ଲକ୍ଷାଧିକ ଟଙ୍କା, ୩ଟି ଆଲମିରା ତାଡ଼ି ଆସବାବପତ୍ର, ଅଷ୍ଟଧାତୁର ଶ୍ରୀରାଧାପାଦ, ଏବଂ ନଗଦ ୪ ହଜାର ଟଙ୍କା ଲୁଟି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking