31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ୯ ରେ ଓଡିଶା ଆସିବେ ଗଡକରୀ ଓ ବିଶ୍ୱଶର୍ମା

୯ ରେ ଓଡିଶା ଆସିବେ ଗଡକରୀ ଓ ବିଶ୍ୱଶର୍ମା

ଭୁବନେଶ୍ୱର : ଆସନ୍ତା ୯ ତାରିଖରେ ଓଡିଶା ଆସିବେ ବିଜେପିର ୨ ବରିଷ୍ଠ ନେତା । ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଆସିବେ ଏବଂ ପୁରୀ ଜିଲ୍ଲାରେ ସଭା କରିବେ ବୋଲି ସୂଚନା ରହିଛି । ଉଭୟ ପୁରୀ ଏବଂ କୃଷ୍ଣପ୍ରସାଦରେ ସମାବେଶରେ ଯୋଗଦେବେ ଗଡକରୀ । ସେହିପରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସିବେ ଏବଂ ୩ଟି ଜାଗାରେ ସଭା କରିବେ । ମାଲକାନାଗିରି , ଚିତ୍ରକୋଣ୍ଡା , ଖଲିକୋଟ ସଭାରେ ଯୋଗଦେବେ ବିଶ୍ୱଶର୍ମା । ଏ ନେଇ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଭୟରେ ଅପପ୍ରଚାର କରୁଛନ୍ତି ବିଜେଡି : ବୈଜୟନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking