33.3 C
Bhubaneswar
Saturday, June 20, 2026
Homeଓଡିଶାଗୃହପାଳିତ ପ୍ରାଣୀଙ୍କୁ ମାଗଣା ଚିକିତ୍ସା : ମନ୍ତ୍ରୀ

ଗୃହପାଳିତ ପ୍ରାଣୀଙ୍କୁ ମାଗଣା ଚିକିତ୍ସା : ମନ୍ତ୍ରୀ

ଭୁବନେଶ୍ୱର : ମାର୍ଚ୍ଚ ୧ରୁ ଗୃହପାଳିତ ପ୍ରାଣୀଙ୍କୁ ମାଗଣା ଚିକିତ୍ସା କରାଯିବ । ଗାଇ, ବଳଦ , ମଇଁଷି ଓ ଛେଳିଙ୍କୁ ମିଳିବ ମାଗଣା ଚିକିତ୍ସା । ଚିକିତ୍ସା ଓ ଟିକାକରଣ ଉପରୁ ୟୁଜର୍ସ ଫି ଛାଡ କରାଯାଇଛି । ଏନେଇ ଘୋଷଣା କରିଛନ୍ତି  ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ପ୍ରାଣୀ ସମ୍ପଦର ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking