28.1 C
Bhubaneswar
Saturday, July 12, 2025
Homeଓଡିଶାଆବାସ ଘର ପାଇଁ ମାଗଣା ବାଲି: ମନ୍ତ୍ରୀ

ଆବାସ ଘର ପାଇଁ ମାଗଣା ବାଲି: ମନ୍ତ୍ରୀ

ଭୁବନେଶ୍ୱର: ପିଏମ ଆବାସ ଯୋଜନାରେ ଘର ପାଇଁ ମିଳିବ ମାଗଣା ବାଲି । ଘର ତିଆରି ପାଇଁ ୨ ଟ୍ରାକ୍ଟର ବାଲି ଦେବେ ରାଜ୍ୟ ସରକାର ।  ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ପରମିଟ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି । ବାଲି ଉଠାଣ ପାଇଁ ହାଇୱା ବଦଳରେ  ଅନ୍ୟ ଗାଡି ବ୍ୟବହାର ହେବ । ବାଲି ଉଠାଣରେ କେଉଁ ଗାଡି ବ୍ୟବହାର ହେବ ଏସଓପି ହେଉଛି । ବାଲି ମାଫିଆ ଓ ଚୋରି ପାଇଁ ଖୁବଶୀଘ୍ର ଏସଓପି ଆସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking