32.8 C
Bhubaneswar
Tuesday, August 11, 2026
Homeଦେଶ ବିଦେଶରିୟାର ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରିୟାର ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ: ସିରିୟାର ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ । ପୂର୍ବତନ ରାଷ୍ଟ୍ରପତି ତଥା ପଦଚ୍ୟୁତ ଏକଛତ୍ରବାଦୀ ଶାସକ ବସର ଅଲ- ଅସାଦ । ବସର- ଅଲ ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ ସିରିୟାର ଏକ କୋର୍ଟ । ସାନ ଭାଇ ମାହେର ଅଲ ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଯୁଦ୍ଧ ଅପରାଧ ଓ ମାନବିକତା ବିରୋଧରେ ଅପରାଧ ସଂପର୍କିତ ମାମାଲାରେ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅସାଦଙ୍କ ଶାସନ କାଳରେ ୧୩ ବର୍ଷ ଧରି ଗୃହ ଯୁଦ୍ଧ ହୋଇଥିଲା । ଗୃହଯୁଦ୍ଧରେ ପ୍ରାୟ ୬ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ଗୃହ ଯୁଦ୍ଧ ପରେ ବର୍ତ୍ତମାନ ମସ୍କୋରେ ନିର୍ବାସିତ ଜୀବନ ଯାପନ କରୁଛନ୍ତି ଆସଦ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking