27.1 C
Bhubaneswar
Tuesday, July 8, 2025
Homeଓଡିଶାରାଜ୍ୟରେ ୧୫ ହଜାର କୋଟିର ଚାରା ଘୋଟାଲା ହୋଇଛି: ଅନୀଲ ବିଶ୍ୱାଳ

ରାଜ୍ୟରେ ୧୫ ହଜାର କୋଟିର ଚାରା ଘୋଟାଲା ହୋଇଛି: ଅନୀଲ ବିଶ୍ୱାଳ

ଭୁବନେଶ୍ୱର: ରାଜଧାନୀରେ ଗଛ ଲଗା ନାଁରେ ହରିଲୁଟ୍ ଘଟଣାର ତଦନ୍ତ ଦାବି ହୋଇଥିବା ତଦନ୍ତ ଦାବି କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ଆନ୍ଧ୍ର, ତେଲେଙ୍ଗାନାରୁ କାହିଁକି ଗଛ କିଣିଲେ, ଓଡିଶାରେ ନର୍ସରୀ ନାହିଁକି । ରାଜ୍ୟରେ ୧୫ ହଜାର କୋଟିର ଚାରା ଘୋଟାଲା ହୋଇଛି । ଗଛ ଲଗାଇଥିବା ଓଏମସି, ବିଡିଏ, ବିଏମସି ଅଣଓଡିଆଙ୍କ ହାତରେ । ସେମାନେ କେଉଁ ଆଧାରରେ ଗଛ କିଣିବାକୁ ଓଡିଶା ବାହାରକୁ ଗଲେ ବୋଲି କହିଛନ୍ତି ଅନୀଲ ବିଶ୍ୱାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking