35.6 C
Bhubaneswar
Monday, August 3, 2026
Homeଓଡିଶାବନ୍ୟା ପ୍ରକୋପ ହ୍ରାସ ପାଇଛି: ସର୍ବୋଚ୍ଚ ଯନ୍ତ୍ରୀ

ବନ୍ୟା ପ୍ରକୋପ ହ୍ରାସ ପାଇଛି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଛି କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀର ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ନାହିଁ । ଆଜି ହୀରୀକୁଦ ଜଳସ୍ତର ୬୨୦.୬୭ ଫୁଟ ରହିଛି । କାଲି ସୁଦ୍ଧା ୬୧୮ ଓ ବୁଧବାର ସୁଦ୍ଧା ୬୧୫ ଫୁଟ ଜଳସ୍ତର ରଖାଯିବ । ୩ ଲକ୍ଷ ୩ ହଜାର କ୍ୟୁସେକ ଜଳ ଛଡା ଯାଉଛି । ମୁଣ୍ଡଳିରେ ୫ ଲକ୍ଷ ୮୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ୫ତାରିଖ ପରେ ବର୍ଷା ଅଛି ବୋଲି କିଛି ଅନ୍ତର୍ଜାତୀୟ ମଡେଲ କହୁଛି । ବର୍ଷା ନେଇ ଆଇଏମଡି ଏଯାଏ କୌଣସି ଆକଳନ କରିନାହିଁ । ଏଲନିନୋ ପାଇଁ ଆମକୁ ସତର୍କ ରହିବାକୁ ପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking