40.5 C
Bhubaneswar
Wednesday, June 4, 2025
Homeଓଡିଶାନକଲି ସାର୍ଟିଫିକେଟ ତିଆରି ଅଭିଯୋଗରେ ଆରଆଇ ଓ ସରପଞ୍ଚଙ୍କ ସମେତ ପାଞ୍ଚ ଗିରଫ

ନକଲି ସାର୍ଟିଫିକେଟ ତିଆରି ଅଭିଯୋଗରେ ଆରଆଇ ଓ ସରପଞ୍ଚଙ୍କ ସମେତ ପାଞ୍ଚ ଗିରଫ

ବରଗଡ: ନକଲି ଜାତି, ଆବାସିକ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗରେ ବରଗଡ଼ ଜିଲ୍ଲାର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ଜଣେ ସରପଞ୍ଚଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଛି। ଉଭୟ ଆରଆଇ ଓ ସରପଞ୍ଚ ବରଗଡ଼ର ହୋଇଥିବା ବେଳେ ଅନ୍ୟ ତିନି ଜଣ ଉତ୍ତର ପ୍ରଦେଶ (ୟୁପି)ର ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking