28.1 C
Bhubaneswar
Friday, June 20, 2025
Homeଦେଶ ବିଦେଶଜୀବନ ନେଇପାରେ ମାଛ କଣ୍ଟା! ତଣ୍ଟିରେ ଲାଗିଯାଇଥିଲେ କଣ କରିବେ?

ଜୀବନ ନେଇପାରେ ମାଛ କଣ୍ଟା! ତଣ୍ଟିରେ ଲାଗିଯାଇଥିଲେ କଣ କରିବେ?

ନୂଆଦିଲ୍ଲୀ: ମାଛ ଖାଇବାକୁ ଯେତେ ଭଲ ଲାଗେ, ମାଛ କଣ୍ଟା ଖାଇବାକୁ ସେତେ ଭଲ ଲାଗେ । ତେଣୁ ଖାଇବା ସମୟରେ ମାଛ କଣ୍ଚା ପ୍ରତି ସଚେତନ ହେବା ଜରୁରୀ । ଯଦି ଖାଉଖାଉ ତଣ୍ଟିରେ ମାଛ କଣ୍ଟା ଲାଗିଯାଉଛି ତେବେ କଣ କରିବେ । ଯଦି ଖାଉଖାଉ ତଣ୍ଚିରେ କଣ୍ଟା ଲାଗିଯାଉଛି ତେବେ ପାଚିଲା କଦଳୀ ଖାଇଦିଅନ୍ତୁ । କଦଳୀ ଖଣ୍ଡଖଣ୍ଡ କାଟି ଢୋକି ଦେଲେ କଣ୍ଟା କଦଳୀ ସହ ପେଟ ଭିତରକୁ ଚାଲିଯାଏ । ଯାହା ଫଳରେ ଆପଣଙ୍କୁ ଆରାମ ଲାଗେ । ଲେମ୍ୱୁ ଉପରେ ସାମାନ୍ୟ ଲୁଣ ଲଗାଇ ଏହାର ରସକୁ ତୁରନ୍ତ ସେବନ କରନ୍ତୁ । ଯାହା ଫଳରେ ଲେମ୍ୱୁର ସାଇଚ୍ରିକ ଏସିଡ଼ ଗୁଣ କଣ୍ଟାକୁ କୋମଳ କରେ ।

କଣ୍ଟା ଭିତରକୁ ଚାଲିଯାଏ । ଏପରି କରିବା ଲେମ୍ୱୁ ରସ ବା ସୋଡ଼ା ପିଇବା ସଙ୍ଗେ ସମାନ । ଭାତକୁ ଛୋଟଛୋଟ ଗୁଣ୍ଡା କରି ଢୋକି ଦିଅନ୍ତୁ । କଦଳୀ ଭଳି ଏହା ମଧ୍ୟ ଭଲ କାମ କରିବ । ଚୋବାନ୍ତୁ ନାହିଁ ନଚେତ କଣ୍ଟା ଭିତରକୁ ଯିବ ନାହିଁ । ଜୋରରେ କାଶିବା ପାଇଁ ଚେଷ୍ଟା କରନ୍ତୁ । ଅଧିକାଂଶ କଣ୍ଟା ବେକ ପଛ ଟନସିଲରେ ଅଟକିଯାଇଥାଏ । ତେଣୁ ଜୋରରେ କାଶିଲେ କଣ୍ଟା ବାହାରକୁ ବାହାରିଆସେ । ଏହି ତଥ୍ୟ ସାମାନ୍ୟ ସୂଚନା ଉପରେ ଆଧାରିତ । କୌଣସି ପଦକ୍ଷେପ ନେବା ଆଗରୁ ବିଶେଷଜ୍ଞଙ୍କ ସହ କଥା ହୁଅନ୍ତୁ..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking