ଭୁବନେଶ୍ୱର : ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଓଡିଆ ଭାଷା ସମ୍ମିଳନୀ ନିଷ୍ପତ୍ତି । ୨୦୨୪ ଫେବ୍ରୁରୀରେ ୩ ଦିନ ଧରି ହେବ ଭାଷା ସମ୍ମିଳନୀ । ନିଷ୍ପତ୍ତି ନେଇ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ସଚିବ, ସଚିବଙ୍କ ସୂଚନା । ଓଡିଆ ଭାଷାର ପ୍ରଚାର, ପ୍ରସାର ପାଇଁ ସମ୍ମିଳନୀ ଆୟୋଜନ ।