37.1 C
Bhubaneswar
Friday, May 17, 2024
Homeଓଡିଶାଗୀତିକାର ବିନୋଦିନୀ ଦେବୀ ଙ୍କ ପରଲୋକ

ଗୀତିକାର ବିନୋଦିନୀ ଦେବୀ ଙ୍କ ପରଲୋକ

ଭୁୁବନେଶ୍ୱର:  ଚିର ନିଦ୍ରାରେ ଗୀତିକାର ବିନୋଦିନୀ ଦେବୀ । ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ଥିଲେ ବିନୋଦିନୀ । ୧୯୬୫ ରେ ପ୍ରଥମ ଥର ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ ସେ । ଓଡ଼ିଆ ଚଳଚ୍ଚିତ୍ର ପ୍ରତି ତାଙ୍କର ଅନେକ ଅବଦାନ ରହିଛି ।

ସିନେମା ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ଖୁବ୍ ସୁନ୍ଦରଗୀତ ଦେଇଛନ୍ତି ସେ ଓଡ଼ିଆ ସିନେମା ପାଇଁ । ଓଡ଼ିଆ ଚଳଚ୍ଚିତ୍ର ଜଗତର ସେ ଥିଲେ ପ୍ରଥମ ମହିଳା ଗୀତିକାର । ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ଓଡ଼ିଆ ଶିଶୁ ଗୀତ ଓ ଆଧୁନିକ ଗୀତର ଗୀତିକାର ମଧ୍ୟ ଥିଲେ ସେ । ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ଜନ୍ମ ଗ୍ରହଣ କରିଥିଲେ ବିନୋଦିନୀ । ତଅପୋଇ, ଅସ୍ତରାଗ ଚଳଚ୍ଚିତ୍ର ସହ ମୁଁ ତୁମେ ଓ ସେ, ଶ୍ରୀ ଜଗନ୍ନାଥ ଓ ଜୟ ଜଗନ୍ନାଥ ପାଇଁ ମଧ୍ୟ ଗୀତ ରଚନା କରଥିଲେ ସେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking